ବିପଦରେ “ଓଲି” : ନୀତି ପ୍ରଣୟନ ହେଉଛି, କାର୍ଯ୍ୟକାରୀ ହେଉନି

ପୁରୀ : ଦିନେ ଯେଉଁ ସ୍ଥାନ ଅଲିଭ୍‌ ରିଡ୍‌ଲେଙ୍କ ମିଳନସ୍ଥଳ ସାଜିଥିଲା, ତାହା ଏବେ ମରଣଯନ୍ତା। ହଜାର ହଜାର କଇଁଛଙ୍କ ମିଳନ ଓ ଅଣ୍ଡାଦାନର ଆକର୍ଷଣ କେନ୍ଦ୍ର ଏବେ ଏହି ଅତିଥି ଜୀବଙ୍କ ପାଇଁ ଅଲୋଡ଼ା। ଆଜି ବି ସେଇ ଦେବୀ ମୁହାଣ ଅଲିଭ୍‌ ରିଡ୍‌ଲେଙ୍କୁ ସ୍ବାଗତ ପାଇଁ ଅପେକ୍ଷା କରିଛି, କିନ୍ତୁ ନିର୍ଦ୍ଦୟ ମଣିଷ ଓ ଉଦାସୀନ ଅଧିକାରୀମାନେ ତାହା କରାଇ ଦେଉନାହାନ୍ତି। ଗଣ ଅଣ୍ଡାଦାନ ଋତୁ ଆସିଲେ … Continue reading ବିପଦରେ “ଓଲି” : ନୀତି ପ୍ରଣୟନ ହେଉଛି, କାର୍ଯ୍ୟକାରୀ ହେଉନି